Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pt.Abhaya Kumar Tripathy Sharma

Classics

3  

Pt.Abhaya Kumar Tripathy Sharma

Classics

ଦୁର୍ଗା

ଦୁର୍ଗା

1 min
126



ହିମଗିରି ନନ୍ଦିନୀ ବିଶ୍ୱଜନ ବନ୍ଦିନୀ

ବିଶ୍ୱବିନୋଦିନୀ ସ୍କନ୍ଧମାତେ ।

ଭବଭୟ ହାରିଣୀ ବିଶ୍ଵନିସ୍ତାରିଣୀ

ତ୍ରୈଲୋକ୍ୟ ଜନନୀ ଶକ୍ତିହସ୍ତେ ।

ଅରିକୁଳ ଧ୍ବଂସିନୀ କହ କହ ନାଦିନୀ

ଟହଟହ ହାସିନୀ ବିଶ୍ୱମାତେ l

ମହିଷା ନିପାତିନୀ ରକ୍ତବୀର୍ଯ୍ୟ ଘାତିନୀ

ତ୍ରିଭୁବନ ପାଳିନୀ ଶକ୍ତିହସ୍ତେ l

ଶୁମ୍ଭାସୁର ମର୍ଦ୍ଦିନୀ ନିଶୁମ୍ଭ ବିଦାରିଣୀ

ମଧୁମୁର ଧ୍ବଂସିନୀ ଜଗନ୍ମାତେ l

ଦଶଭୁଜା ସ୍ବରୁପେ ଦଶାୟୁଧ ଧାରିଣୀ

ମୃଗପତି ବାହିନୀ ବିଶ୍ୱଧୃତେ ll

ପାପ ତାପ ନାଶିନୀ କଲ୍ୟାଣ ପ୍ରଦାୟିନୀ

ସୁଖକରା ସର୍ବଦା ଗଣମାତେ l

ଅଭୟ ପ୍ରଦାୟିନୀ ଅମୃତ ନିର୍ଝରିଣୀ

ସର୍ବଦୁଃଖ ମୋଚନୀ ଦୁର୍ଗେମାତେ l



Rate this content
Log in

Similar oriya poem from Classics