ଭଜନ
ଭଜନ
ମୋ ନିଳାଚଳିଆ ମୟୂର ଚୁଳିଆ
ତୋ ପାଦେ କରେ ମୁଁ ଅଳି
ତୋ ରୂପ ମାଧୁରୀ ମୋତେ ଭୋଳକରୁ
ଦିସୁ ଥାରେ ଝଳିଝଳି
ରେ କାଳିଆ ତୋ ଠାରେ ମୋହର ଅଳି ।
ରେ କଳା ରତନରେ କଳା ବଦନ
ମୁରକି ମୁରୁକି ହସୁଥିଲେ
ତୋହର ଵଦନ ଚାହିଁ ଖୁସି ହେଉଥିବି
ନାଚୁ ଥିବି ଢଳିଢ଼ଳି
ରେ କାଳିଆ ତୋ ଠାରେ ମୋହର କଳି ।
ମୋ ନିଳାଚଳିଆ ମୟୂର ଚୁଳିଆ
ତୋ ପାଦେ କରେ ମୁଁ ଅଳି
ତୋ ରୂପ ମାଧୁରୀ ମୋତେ ଭୋଳକରୁ
ଦିସୁ ଥାରେ ଝଳିଝଳି
ରେ କାଳିଆ ତୋ ଠାରେ ମୋହର ଅଳି ।
ରେ କଳା ରତନରେ କଳା ବଦନ
ମୁରକି ମୁରୁକି ହସୁଥିଲେ
ତୋହର ଵଦନ ଚାହିଁ ଖୁସି ହେଉଥିବି
ନାଚୁ ଥିବି ଢଳିଢ଼ଳି
ରେ କାଳିଆ ତୋ ଠାରେ ମୋହର କଳି ।