STORYMIRROR

PRIYANKA PRIYADARSINI

Abstract Others

3  

PRIYANKA PRIYADARSINI

Abstract Others

ବହିଟିଏ ଆମ ସଥିଟିଏ

ବହିଟିଏ ଆମ ସଥିଟିଏ

1 min
161

ବହିଟିଏ ଆମ ସାଥିଟିଏ 

ସବୁବେଳେ ଆମ ପାଖରେ ଥାଏ,

ରାଗ-ଋଷା, ହସ ଖୁସିରେ

ସବୁବେଳେ ଆମ ସାଥ ଦିଏ,

ଦେହରେ ତାହାର ସଜାଇ ରଖିଥାଏ

କେତେ ଚରିତ୍ରର ସମାହାର,

କେତେ ରାଜା ରାଣୀ 

କେତେ ମନ କଥା,

କାହାଣୀ ହେଉ ବା କବିତା

ଅବା ହେଉ ଥଟ୍ଟା ମଜା,

ମନକୁ ଆମର ମୋହିତ କରାଏ,

ବହିଟିଏ ଆମ ସାଥୀଟିଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract