STORYMIRROR

PRIYANKA PRIYADARSINI

Others

3  

PRIYANKA PRIYADARSINI

Others

ଦୁହିତା

ଦୁହିତା

1 min
140

ଏନ୍ତୁଡ଼ି ଶାଳର କୁଆଁ କୁଆଁ ଡାକେ

ମନ ଉଠୁଥାଏ ଫୁଲି 

ଏ ସମାଜ ଯେବେ ଜାଣେ 

ଝିଅଟିଏ ବୋଲି 

ସତେ ମନ ଯାଏ ମରି।


ନାରୀଟିଏ ବୋଲି କେତେ ଥୁ ଥା କେତେ ଛି ଛା  

କରେ ପୁଣି ସେହି ନାରୀ ଜାତି।


ନାରୀର କର୍ତ୍ତବ୍ୟ ଆଦରି ସେ ନିଏ 

ସବୁରି ମନକୁ ଆଦରି ସେ ନିଏ 

ସଭିଙ୍କର ଏଠି ମନ ନେଇ ଚଳେ।


ସେ ପରା ସୂତା ସେ ଅଟେ ଦୁହିତା 

ସେହି ନାରୀ ସେହି ମାତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍