STORYMIRROR

Sunanda Mohanty

Abstract Inspirational Others

4  

Sunanda Mohanty

Abstract Inspirational Others

ଭଗିନୀ

ଭଗିନୀ

1 min
411



ଭଗିନୀର ସ୍ନେହ ଘୋଳା ଚନ୍ଦନ ବାସ

ରାକ୍ଷୀର ସାକ୍ଷୀରେ ଦୁଇକୁଳ ର ହିତ

କେବେ ରକ୍ତ ଚନ୍ଦନ ନାଇ

କେବେ କେତେ ଅଳି କରୁଥାଇ

ଶେଷେ ସିନ୍ଦୁର ମଥାରେ ଅଳତା ପାଦରେ

ପରଘରୀ ଯାଏ ହୋଇ

ବାପଘର ଅଲିଅଳି ପରକୁ ଆପଣା କରି 

ନିଜ ସୁଖ ଭୁଲି

ପରପାଇଁ ଜୀବନ ଦିଅଇ ଢାଳି

ପାଣି ଯେତେ ବି ହେଉ ଗୋଳି

ନିଜ ଦୁଃଖ ନିଜେ ସାଇତି ଛାତିରେ

ବାପା ମାଆ ଭାଇ ଭଉଣୀଙ୍କୁ ମନେ ଭାଳି

ନାରୀର ସୁରକ୍ଷା ପାଇଁ

ଚେଇଁ ଶୋଇ ରହିଲେ ହୋଇବ ନାହିଁ

>

ନାରୀ ହୋଇପାରେ ନାରାୟଣୀ

ମହାଭାରତ ଦେଖିଲ ନାହିଁ

କେବେ ସେ ଅହଲ୍ୟା କେବେ ଇନ୍ଦିରା

କେବେ କଳ୍ପନା ଚାୱଲା ହୋଇ

ରାଣୀ ଲଷ୍ମୀବାଇ ରେଜିୟା ସୁଲତାନା

ଜଣକୁ ଜଣେ ବଳିଆର ହୋଇ

କିଏ ବି ଗାନ୍ଧାରି କୁନ୍ତୀ, ଜିଜାବାଇ

ପରୋକ୍ଷ ଭବରେ ରହି

ରାସ୍ତା କଢେଇ ବିଜୟ ବାନା ଉଡାଇj

ଏକୁ ଆରକେ କମ ନୁହଁଇ

କନ୍ୟା ଭୃଣ ହତ୍ୟା ମହାପାପ

ଦୁଷ୍କର୍ମ ଅତ୍ୟାଚାର କଲାବେଳେ

ନିଜ ଭଉଣୀ କଥା ଥରେ ଭାବିବା ସମୟ

 ସାରଣୀ ଆଜିର ଦିନରେ କଇଫତ ଏହି ll


Rate this content
Log in

Similar oriya poem from Abstract