STORYMIRROR

PUSPALATA SAHOO

Inspirational Others

2  

PUSPALATA SAHOO

Inspirational Others

ଭଦ୍ରଲୋକ

ଭଦ୍ରଲୋକ

1 min
118

ଦୁନିଆରେ କେତେ ପ୍ରକାର ମଣିଷ 

ହେଲେ ସଭିଏଁ ସମାନ ନୁହେଁ 

କିଏ ଏଠି ଭଲ କିଏ ଅବା ମନ୍ଦ 

 ତାକୁ ଜାଣିବା ସହଜ ନୁହେଁ ¡¡

ଉପରେ କହନ୍ତି ଅମୃତ ବଚନ 

ଭିତରଟା ପୟୋ ମୁଖ 

ଭଦ୍ର ମୁଖା ପିନ୍ଧି ସାଲିସ କରନ୍ତି 

ଚେର କାଟେ ରହି ପାଖ ¡¡

ଏପରି ମଣିଷକୁ ଦୂରରୁ ଜୁହାର 

ରଖିବା ସର୍ବଦା ଦୂରେ 

ବିଷ କୁମ୍ଭ ପରି ଜୀବନଟା ଯିବ 

ରହିଲେ ତାଙ୍କ ପାଖରେ ¡¡



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational