STORYMIRROR

Sandhyarani dash

Abstract

2  

Sandhyarani dash

Abstract

ଭାରତ

ଭାରତ

1 min
173

ଯେଉଁଠି ବୌଦ୍ଧ ସ୍ତୂପରୁ ଭାସି ଆସେ

ବୁଧଂ ସରଣଂ ଗଚ୍ଛାମୀ,

ଯେଉଁଠି ମନ୍ଦିରରୁ ଭାସି ଆସେ

ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ

ଯେଉଁଠି ମସଜିଦ ରୁ ଭାସି ଆସେ

ଆଲ୍ଲା ହୋ ଆକବର ଆଲ୍ଲା

ଯେଉଁଠି ଗୁରୁଦ୍ୱା ରୁ ଭାସି ଆସେ

ଈଶ୍ୱର ସ ବ କା କରେ ଭଲା

ଯେଉଁଠି ଏକ ଧର୍ମ ଓ ଏକ ଈଶ୍ୱର ବାଦ

ସୂର୍ଯ୍ୟ କେବେ ହୁଏ ନାହିଁ ଅସ୍ତ

ସେହି ଅଟେ ମହାନ୍ ଭାରତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract