STORYMIRROR

PRAMOD KUMAR SAHOO

Drama Classics

3  

PRAMOD KUMAR SAHOO

Drama Classics

ଭାରତ ମାତା

ଭାରତ ମାତା

1 min
259

ମୁଝେ ଭାରତ ମାତାର ସନ୍ତାନ, 

ଭାବି ଟେକ ହୋଇଯାଏ ମଥାନ ।

ଏଠି ନାହିଁ ଜାତି ଭେଦ ବ୍ୟବସ୍ତା, 

ନିଏ ସବୁ ଧର୍ମ ସମ ମାନ୍ୟତା ।

ଏଠି ବୀର ପୁରୁଷଙ୍କ ହୁଙ୍କାର, 

ପଶେ ଛନକା ବିଦେଶୀ ମନର ।

ଶାନ୍ତି ପ୍ରତୀକ ତ୍ରିରଙ୍ଗା ଆମର, 

ଲାଗେ ସମ୍ପର୍କ ବହୁତ ଦିନର ।

ଭିନ୍ନ ଭାଷାଭାଷୀ ପଛେ ରୁହନ୍ତି, 

ହେଲେ ଭାଇଚାରା ମାନି ଚଳନ୍ତି ।

ଏଠି  ପବନର ମିଠା ବାସନା, 

ହରେ  ମନର ସମସ୍ତ ବେଦନା ।

କାଳେ ଝରଣାର ମୁଗ୍ଧ ସ୍ୱରକୁ, 

କିଏ ଭୁଲିବ କିପରି ତାହାକୁ ।

ଶୁଣି କେତେ ବୀରଙ୍କର କାହାଣୀ, 

ମୋର ଫିକା ପଡିଯାଏ ଚାହାଣି ।

ପୂର୍ବ କାରୁ କାର୍ଯ୍ୟ ଭାରି ଅତୁଟ,

ନୁହେଁ  କେହି ତାଆ ପରି ସମ ତ ।

ତାର  ଆଦ୍ୟ ବୈଇଭବ ବହୁତ, 

ଯେତେ ଲେଖିଲେ ଲାଗୁଛି କମ୍ ତ । 

ଯଦି  ପ୍ରେମ ଥିବ ତୁମ ମନରେ, 

ତେବେ  କମେଣ୍ଟ୍ କରିବ ସଜରେ ।

ଯାଇ ଲେଖିବି ଆଗକୁ ଆହୁରି, 

ଯେତେ ବାକି ଅଛି ଆଉ ତା ଷ୍ଟୋରି ।

    


Rate this content
Log in

Similar oriya poem from Drama