STORYMIRROR

Dharitri Mallick

Tragedy

3  

Dharitri Mallick

Tragedy

ଭାଇ-ଭଉଣୀ କହ କାହାଣୀ

ଭାଇ-ଭଉଣୀ କହ କାହାଣୀ

1 min
384


କେ ଖୋଜି ଦେବ ଆଜି ମୋ ଭାଇ-ଭଉଣୀ ?

ହଜିଲେ ଆଜି , ବୋଲନ୍ତି ପଇସାର ବାଣୀ

ଦୁନିଆ ରଙ୍ଗରେ ରଙ୍ଗୀଲେ ମୋ ଭାଇ ଆଜି

ନ ମନେ ପଡ଼େ ତାଙ୍କୁ ଛୋଟବେଳର ସେଇ କାହାଣୀ ?

ଥଟ୍ଟା, ମଜା ହସ ଭରା ଦିନର କାହାଣୀ

ସାଙ୍ଗ ସାଥି ହୋଇ କଟିଗଲା କେତେ ଯେ ପର୍ବାଣୀ

ଜଣେ କାନ୍ଦିଲେ ଆଉ ଜଣେ ମନାଏ ମନ ଜାଣି ।

ମିଳି ମିଶି ବାଣ୍ଟି ଖାଉଥିଲେ ଗୋଟେ ଥାଳି ।।

ହେଲେ ସେ ସବୁ ଆଜି ଭୁଲିଛନ୍ତି ମୋ ଭାଇ ଭଉଣୀ ।।

ଗୋଟେ ଥାଳି ଆଜି ହୁଏ ଅନେକ ....

ବହୁ ଥାଳିରେ ବି ଆଜି ପୁରେନି ପେଟ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy