Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Classics

3  

Suresh chandra Padhy

Classics

ଭାବର ବନ୍ଧନ ରକ୍ଷା ବନ୍ଧନ

ଭାବର ବନ୍ଧନ ରକ୍ଷା ବନ୍ଧନ

1 min
202



ଭାଇ ତୋ ହାତ ରେ ବାନ୍ଧି ଦେଲି ରାକ୍ଷୀ 

ରାକ୍ଷୀ ମୋର ହୋଇ ରହିବ ଚିର ଦିନ ସାକ୍ଷୀ

ମୋ ମାନ ମହତ ତୁ ସବୁ ଦିନ ରଖିବୁ

ତୋ ହାତ ରେ ମୋତେ ସୁରକ୍ଷା ଦେବୁ

ଅବାଟ ଗଲେ ଟାଣି ଆଣିବୁ

ରାଗି ରୁଷି ଗଲେ ବୁଝାଇ ଦେବୁ

ଭାଇ ତୁ ମୋର ସାହା ଭରସା ହେବୁ

ମୋ ସୁଖ ଦୁଃଖ ତୁ ବୁଝିବୁ

ତୋତେ ମୁହିଁ ମାଗୁ ନାହିଁ କିଛି

ତୋତେ ପାଇ ସବୁ ତ ପାଇଛି

ଭାଇ ତୁ ମୋର ସବୁଠୁ ନିଜର

ତୋ ବିନା କିଏ ବୁଝିବ ମୋ ଅନ୍ତର

ତୋ ଆଶିଷ ପାଇ ଧନ୍ୟ ମୁ ହୋଇବି

ଭାଇ ତୋ ସାଥେ ଚିର ଦିନ ଥିବି

ଭାଇ ତୋତେ ମୁ ଆରତୀ କରୁଛି

ତୋ ପରି ସୁନା ଭାଇ ଟେ ପାଇଛି

ଭାଇ କେବେ ତୁ ମୋତେ କରି ବୁନି ପର

ହାତେ ରାକ୍ଷୀବାନ୍ଧୁ ଥିବି ଦେଇ ସ୍ନେହ ପ୍ରେମ ମୋହର ।



Rate this content
Log in

Similar oriya poem from Classics