STORYMIRROR

Prasanta Kumar Behera

Romance

3  

Prasanta Kumar Behera

Romance

ଭାବିନୀ ଭାବରେ ଭାବଭୋଳା ....

ଭାବିନୀ ଭାବରେ ଭାବଭୋଳା ....

1 min
176


ଭାବିଥିଲି ମୁହିଁ 

ମୋ ଭାବିନୀ ଭାବରେ

ଏ ମୋ ଭ‍ାବଭେଳା

ଭାସି ଚାଲିଥିବ

ମୋ ଆୟୁକାଳ,


ଜାଣି ନଥିଲି ମୁଁ

ମୋ ଭାବିନୀ ଭାବରେ

ଭାବଭୋଳା ହୋଇ

ଭୁଲିଯିବି ଭେଳା

ବାହିବାର କଉଶଳ l


ବହୁକାଳ ହେଲା

ମୋ ନାବ ଲାଗିଛି

ରୁକ୍ଷଶିଳା 

ପଠାପରେ,


ଭାବିନୀର ଭାବେ 

ଭ‍ବଭୋଳା ମୁଁ

ଲୁହ ଝରାଉଛି

ନିରବରେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance