STORYMIRROR

CHINMAYEE PRADHAN

Inspirational

3  

CHINMAYEE PRADHAN

Inspirational

ଭାବଗ୍ରାହୀ ତୁମେ

ଭାବଗ୍ରାହୀ ତୁମେ

1 min
246

ଭାବ ନ ଥାଇ କି ଭଜନ କରୁଛୁ, 

     କେମିତି ପାଇବୁ କହ।

ଭାବଗ୍ରାହୀ ପାଇଁ ଭାବରେ ବୁଡିଲେ,

     ଆଖିରେ ଆସଇ ଲୁହ।

ଭବ ସଂସାରର ଭରତା ସିଏରେ,

     ଭାବରେ ବାନ୍ଧିଛି ବିଶ୍ୱ।

ଭାବରେ ବୁଡିଲେ ଭରିଦିଏ ସିଏ,

     ଅଭାବି ମୁହଁରେ ହସ।

ଭୁତ ଭବିଷ୍ଯର କରତା ସିଏରେ,

      ଭାବ ବୁଝି ନାଆ ବାହେ,

ଭବ ସାଗରରେ ଭରସା ରଖିଲେ 

   ଭବୁ ପାରି କରି ନିଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational