STORYMIRROR

Naheda Shaheen

Inspirational

2  

Naheda Shaheen

Inspirational

ଭାବ ଓ ପ୍ରଭାବ

ଭାବ ଓ ପ୍ରଭାବ

1 min
15

ସୃଷ୍ଟିର ସବୁଜିମାରେ ଭାବର ପ୍ରଭାବ

କିଛି କ୍ଷୁଦ୍ର କିଛି ବିଶାଳ ପ୍ରକୃତିର ସ୍ବଭାବ।

ଅପରୂପ ସୌନ୍ଦର୍ଯ୍ୟ ପ୍ରକୃତି ରାଣୀର।

ନାହିଁ ଛୋଟ କେହି ବଡ଼ ସମସ୍ତେ ସମାନ।

ପିମ୍ପୁଡ଼ି ବି କରେ କଠୋର ପରିଶ୍ରମ।

କ୍ଷୁଦ୍ର ସିନା କଳେବର ସମାନ ତ ଗୁଣ 

ଛୋଟ ବୋଲି ହେୟ କାହିଁକି କରିବ।

ସୃଷ୍ଟିର ସମସ୍ତ ଜୀବକୁ ସମ ଭାବରେ ଦେଖିବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational