Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Abstract

2  

Ram Prasad Bisoi

Abstract

ବେଶ !ବଦଳୁଥିବା ପରିଚୟ

ବେଶ !ବଦଳୁଥିବା ପରିଚୟ

1 min
1.1K


ବେଶ !

ସମ୍ଭ୍ରାନ୍ତିୟ ନ ହେଲେ ବି ବେଳେବେଳେ

କିଛି ଲୋକଙ୍କ ଭଲପାଇବା ବାଧ୍ୟ କରେ,

ବଦଳାଇବାକୁ ନିଜ ରୂପ,

କିଛିକ୍ଷଣ କଟିଯିବା ପରେ ଫେରିବାକୁ ପଡିବ,

ସେଇ ଅଳନ୍ଧୁ ଲଗା ତେଲ

ଚିକଣିଆ ଛୋଟିଆ ରୁମ ଭିତରକୁ ,

ଯେଉଁଠି ସବୁ ରାତିରେ ଜୀବିତ ହୋଇ ଉଠନ୍ତି,

କାନ୍ଥଟଙ୍ଗା ସବୁ ବିଗତ ବିଦଗ୍ଧ ଆତ୍ମା

ଗୁଡିକର ତୈଳ ଚିତ୍ର,

ପ୍ରତି ରାତ୍ରି ମାଗେ ସେମାନଙ୍କୁ କୈଫତ,

ଯଦି ଦେଲ ଜୀବନ ମତେ

ବିଜୁଳିର ଝଲସିବାକୁ ମେଘାଚ୍ଛନ୍ନ ।


Rate this content
Log in