STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ବେରଙ୍ଗୀ

ବେରଙ୍ଗୀ

1 min
386

ବେରଙ୍ଗୀ ସପନେ

ବିଦେହୀ ଜୀବନେ

ଶୁଖା ଆଶା

ଆଉ ଛଳନା ବନେ

ଜିଇଁ କି ପାରିବ ମମତା ବିନେ

ଫଟା ହୃଦୟକୁ ସାଥିରେ ନେଇ

ବେଦରଦୀ ମନେ ଆଘାତ ପାଇ

ମିଛ ମରୀଚିକା ଶ୍ରାବଣୀ ସାଥେ

ବଞ୍ଚି କେ ପାରିବ ନିଃସ୍ୱାଶ ନେଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract