STORYMIRROR

Swatishree Pandit

Drama Inspirational

3  

Swatishree Pandit

Drama Inspirational

ବଦଳିଛି ସମୟ

ବଦଳିଛି ସମୟ

1 min
191

ସମୟର ନିଷ୍ଠୁର କ୍ରୁରତା

କରୁଛି ଆଜି ତାଚ୍ଛଲ୍ୟତା

ଧର୍ଷଣ ଶୋଷଣରେ କଳଙ୍କିତ

ନାହିଁ ମନ ଶଙ୍ଖଳିତ

ଆଜି କାନ୍ଦୁଛି ଭାରତମାତା

ବଖ୍ୟାଣି ବିରତ୍ଵର ଗାଥା

ଫିରିଙ୍ଗିର ମନ୍ତୁରା ବିଷରେ

ହିଂସାର ବ୍ୟୁତ୍ପାତରେ

ଭୟ ବିହ୍ଵଳ ପରିବେଶରେ

ନିଜକୁ କରି ହୁସିଆର

ଅତୀତରେ ସଂଘର୍ଷକୁ ବିଖାଣି

ଦାୟିତ୍ଵର ଦରିଆରେ

ଗେଲ୍ଲେଇ ଗେଲ୍ଲେଇ ତିଆରି ହୁଏ

ଯୋଜନା ସମ୍ବିଧାନରେ

ସିମିତ ରୁହେ କାରଜ କଲମରେ

କହିବାକୁ ଆମେ ସ୍ଵାଧୀନ

ବଦଳିଛି ଏଠି ସମୟ

ଏଠି ନାରୀ ହିଁ ପରାଧୀନ

ପ୍ରତି ମୁହୂର୍ତ୍ତରେ ହୁଏ ହତାଶ

ଏଠି ଅନ୍ନ ଦାତା

ଚାଷୀ ଆତ୍ମହତ୍ୟା ରପୃଷ୍ଠା

ମଣ୍ଡନ କରେ ଖବରକାଗଜ

ବିଦେଶୀ ମୁଦ୍ରାରେ ହୋଇ ଲାଳାୟିତ

ନିଜକୁ ମୂଲଚାଲ କରି

ତଥ୍ୟ ଦେଉ ରାଜନୀତିର ଆକ୍ରୋଶ ମଧ୍ୟରେ

6ଦ୍ୱଷ ଭାବନାରେ

ଚାଲି ଚଳିନି ଭାଷାର

ଭିନ୍ନତା ମଧ୍ୟରେ

ସ୍ଵତନ୍ତ୍ରତା ହିଁ ମୁଖ୍ୟ ବଳୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama