STORYMIRROR

Sunanda Mohanty

Drama Action Others

3  

Sunanda Mohanty

Drama Action Others

ଛାଇ ଆଲୁଅର ଖେଳ

ଛାଇ ଆଲୁଅର ଖେଳ

1 min
413

କିଏ କହେ ପ୍ରେତାତ୍ମା ରହିଛି କୋଠିରେ 

ମୁଁ ବିଶ୍ୱାସ କରୁନି ଜମା ଏଇ ଦଶନ୍ଧିରେ 

ଛାଇ ଆଲୁଅର ଲୀଳା ଖେଳା ଭିତରେ 

ମନର ଡର ନିଭୃତ କକ୍ଷ ଇଲାକାରେ 

ଡରାଏ ଥରାଏ ସେଇ ନିଛାଟିଆ କୋଠରୀରେ 

ଆଖ ପାଖରେ କେହି ନଥାନ୍ତି ଭିତରେ ବାହାରେ 

ଅସାମାଜିକ ଚୋର ତସ୍କର ବୋଧହୁଏ ରହନ୍ତି ସେ ଘରେ 

ପୋଲିସ ସକ୍ରିୟ ହେଲେ ଭୂତ ପ୍ରେତ ନରହିବେ ସତରେ. 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama