STORYMIRROR

Brundabana Pradhan

Classics

3  

Brundabana Pradhan

Classics

ବଢାଇ ଦିଅ ପୟର

ବଢାଇ ଦିଅ ପୟର

1 min
136



ଆହେ ମହିମା ଗୋସାଇଁ 

ତମେ ଶୂନ୍ୟ ବ୍ରହ୍ମ ଅଣାକର 

ପରଂବ୍ରହ୍ମ ବଢାଇ ଦିଅ ପୟର 

ସଦା ମତି ଥାଉ ତୁମରି ଠାର। 


ତମରି ନାମରେ ଏ ଧରା ଧାମରେ 

ନିତି ଜାଳୁଥିବି ଧୁନି ଓ ଜାଗର 

ଆହେ ପ୍ରଭୁ ଅଲେଖ ସ୍ୱାମୀ 

ବଢାଇ ଦିଅ ତୁମ ପୟର। 

 

ଆହେ ଶୂନ୍ୟ ଦେହି କରୁଣା ସାଗର 

ଦୁଃଖ ଶୁଣ ଟିକିଏ ମୋହର 

କୃପାସିନ୍ଧୁ ବାରେ କୃପାକର 

ବଢାଇ ଦିଅ ତୁମରି ପୟର। 


ତୁମରି ପାଦ ପଦ୍ମେ ସଦା ଥାଉ 

ଏ ହୀନ ମନ ମୋହର 

ତବ ଧୂଳିରେଣୁ ପାଇଁ ଗୁହାରୀ ମୋର

ଆହେ ଶୂନ୍ୟ ବଢାଇ ଦିଅ ପୟର ।




Rate this content
Log in

Similar oriya poem from Classics