Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Devipriya Das

Action Classics Inspirational

3  

Devipriya Das

Action Classics Inspirational

ବଡ଼ ଲୋକଙ୍କୁ ଉତ୍ତର ନାହିଁ

ବଡ଼ ଲୋକଙ୍କୁ ଉତ୍ତର ନାହିଁ

1 min
204


ଛୋଟ କରିଲେ ଭୁଲ୍

ବଡ଼ ଆଗେଇ ଆସି

ବହୁତ୍ ଗାଳି ତା ସହ

ହାତ ବି ଉଠେଇ ବାକୁ

ଟିକେ ବି କରନ୍ତି ନାହିଁ

ପଛଘୁଞ୍ଚା, ଆଗ ପଛ‌ କି

ସାନଙ୍କ କଥାକୁ ଟିକେ ବି

ନ ଶୁଣି ସେ କରିିନ୍ତି କି

ନାହିଁ ସେ ଭୁଲ କିିିଛି

ତ ସେମାନେ ନ ବୁଝି

ଆଗ ଦଣ୍ଡ ତାପରେ

ବିଚାର ନିିିତି ଆପଣାାନ୍ତି।

 ହେଲେ ଯଦି ହୋଇଯାଏ

ଭୁଲ୍ ଆମ, ବଡ଼ ଙ୍କ

ଦ୍ଵାରା ତାହା ତ ସେ

କେବେ ବିଚାର କୁ

ନିଅନ୍ତି ନାହିଁ ଓଲଟି

କଫୟତ୍ ଏ ଦିଅନ୍ତି

ସେ ଏହା କରିନାହାନ୍ତି।

ବଡ଼ ଆମକୁ  ତାହାଲେ

କ'ଣ ବା ଶିକ୍ଷା  ଦେଵେ।

କଥାରେ ଅଛି ବଡ଼

ଲୋକ ଙ୍କୁ ଉତ୍ତର ନାହିଁ।


Rate this content
Log in