Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAJESH MOHAPATRA

Inspirational Others

3  

RAJESH MOHAPATRA

Inspirational Others

ବାପାର ପ୍ରେମ

ବାପାର ପ୍ରେମ

1 min
6.4K


ମା’ର  ପ୍ରେମ ମା’ର  ମମତା

ମନେ ପଡୁଛି ତତେ

ବାପାର ସ୍ନେହ ତାର ବଳିଦାନ

ଭୁଲିକି ଗଲୁ ସତେ l

ତୋରି ପାଇଁ କଷ୍ଟ ସହି

ଘରଠୁ ଦୁରେଇ ରହେ

ଜୀବନ ତୋର ସଫଳ ପାଇଁ

ନିତି ସପନ ଦେଖେ l

ବାପାର କ୍ରୋଧ ଦେଖିଚୁ ଖାଲି

ପ୍ରେମ ତାର ଦେଖିନାହୁଁ

ତୋର ଓଠରେ ହସ ଟିକେ ପାଇଁ

କଣ କରେ ଜାଣି ନାହୁଁ l

ବାପା ତା ପ୍ରେମକୁ ଦେଖାଏ ନାହିଁ

ଛୁପାଇ ସେ ରଖିଥାଏ

ତୋର ସଫଳତା ଦେଖି ଦେଖିକି

ମନେ ମନେ ଖୁସି ହୁଏ l

ରାଜେଶ ମହାପାତ୍ର

ତିରୁଭଲ୍ଲୁର, ତାମିଲନାଡୁ


Rate this content
Log in

Similar oriya poem from Inspirational