STORYMIRROR

RAJESH MOHAPATRA

Tragedy

3  

RAJESH MOHAPATRA

Tragedy

ଛାଡି ଚାଲିଗଲ

ଛାଡି ଚାଲିଗଲ

1 min
256

ଛାଡି ଦେବାର ଥିଲା ଯଦି ମନେ 

କାହିଁକି ଆସିଲ ତୁମେ ମୋ ଜୀବନେ ।

ସତେବା ଆସିଲ ପରୀ ରାଇଜରୁ 

ଆସି ଚୋରେଇଲ ମୋ ମନ ମୋ ଠାରୁ ।

ଭୁଲିଗଲି ସବୁ ସାଙ୍ଗ ସାଥି ମିତ 

ଯେବେଠୁ ପାଇଲି ତୁମରି ସଙ୍ଗତ ।

ଆଜି ଯେବେ ତୁମେ ନାହଁ ପାଶେ ମୋର 

ସାରା ସଂସାରଟା କାହିଁ ଲାଗେ ଅନ୍ଧକାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy