STORYMIRROR

swayna swastika

Fantasy

3  

swayna swastika

Fantasy

ବାପା

ବାପା

1 min
396

କିଛି ଡାକ‌‌‌ ଥାଏ ଅତି ଆପଣାର।                          ସେ ଡାକ ଅଟଇ ବାପା

 କେବେ ଲାଗେ ସିଏ ଅଦିନିଆ ବର୍ଷା।                    କେବେ ପୁଣି ଦେବୀ କୃପା।


 ସେଇଠୁ ଆରମ୍ଭ ଜୀବନର ଯାତ୍ରା                  ସେ ଅଟେ ଜୀବନ ଭିତ୍ତି।   

  ସେ ଡାକ ରେ ଥାଏ କେତେ ଆତ୍ମୀୟତା।                    ବଢାଏ ମନର ଶକ୍ତି।    


  ମା ସିନା ଦିଏ ମମତାର ଛାଇ।                   ବାପା ଯେ ଲଗାନ୍ତି ଶକ୍ତି।      

ସେ ଶକ୍ତି ପଣ ବଦ ଗୁଣକୁ ଆମ।                 କରିଦିଏ ସେତେ ଲୁପ୍ତ।   

       

 ମା ଠୁ ଶିଖଇ ଜୀବନ ଶୈଳୀ

                   ବାପା ଠୁ। ଜୀବନ ମନ୍ତ୍ର। 

 ସେ ମନ୍ତ୍ର ଆମକୁ ବଞ୍ଚିବା ଶିଖାଏ।                     ଜୀବନ ପଡ଼ିଲେ ବଜ୍ର . ।                           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from swayna swastika

ଫୁଲ

ଫୁଲ

1 min ପଢ଼ନ୍ତୁ

ଫୁଲ

ଫୁଲ

1 min ପଢ଼ନ୍ତୁ

ଗୁରୁ

ଗୁରୁ

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

Similar oriya poem from Fantasy