STORYMIRROR

swayna swastika

Children Stories Classics Children

3  

swayna swastika

Children Stories Classics Children

ଫୁଲ

ଫୁଲ

1 min
368

ମୋ ବାସ ଗଛରେ ଲଟା ବୁଦାରେ

ଶାଗ ଶିକୁଳିରେ ଘାସ ହୁଡ଼ାରେ

ମୁଁ ଥାଏ ପର୍ବତେ ଜଳ ସ୍ଥଳରେ

ବନେ ଉପବନେ କୂଳ କାଳରେ

ମୁଁ ଥାଏ କୁଞ୍ଜରେ ମନ୍ଦିର ପାଶେ ,

ସଞ୍ଜ ସକାଳରେ ମୁଁ ଫୁଟି ବାସେ।

ମୋ ରୂପ ସୂନ୍ଦର କେତେ ନିର୍ମଳ,

ପତର ଉପରେ ଦିଶେ ସୁଢଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from swayna swastika

ଫୁଲ

ଫୁଲ

1 min ପଢ଼ନ୍ତୁ

ଫୁଲ

ଫୁଲ

1 min ପଢ଼ନ୍ତୁ

ଗୁରୁ

ଗୁରୁ

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ