ବାପା
ବାପା
କିଛି ଡାକ ଥାଏ ଅତି ଆପଣାର
ସେ ଡାକ ଅଟଇ ବାପା ,,। କେବେ ଲାଗେ ସିଏ ଅଦିନିଆ ବର୍ଷା। କେବେ ପୁଣି ଦେବି କୃପା ।
ସେଇଠୁ। ଆରମ୍ଭ ଜୀବନର ଯାତ୍ରା,,। ସେ ଅଟେ ଜୀବନ ଭିତ୍ତି,,। ସେ ଡାକ ରେ ଥାଏ କେତେ ଆତ୍ମୀୟତା ,,। ବଢାଏ ମନର ଶକ୍ତି ।
ମା' ସିନା ଦିଏ ମମତାର ଛାଇ । ବାପା ଯେ ଲାଗନ୍ତି ଶକ୍ତି
ସେ ଶକ୍ତି ପଣ ବଦ ଗୁଣକୁ ଆମ
କରିଦିଏ ସେତେ ଲୁପ୍ତ ।
ମାଠୁ ଶିଖଇ ଜୀବନ ଶୈଳୀ
ବାପାଠୁ ଜୀବନ ମନ୍ତ୍ର
ସେ ମନ୍ତ୍ର ଆମକୁ ବଞ୍ଚିବା ଶିଖାଏ
ଜୀବନ ପଡ଼ିଲେ ବଜ୍ର . . . . . . ॥
