STORYMIRROR

swayna swastika

Children Stories Classics Children

3  

swayna swastika

Children Stories Classics Children

ଫୁଲ

ଫୁଲ

1 min
367

ମୋ ବାସ ଗଛ ରେ ଲଟା ବୁ ଦା ରେ

ଶାଗ  ଶିଉଳିରେ ଘାସ ହୁଡ଼ାରେ ।


      ମୁଥାଏ ପର୍ବତେ ଜଳ ସ୍ଥଳରେ

      ବନେ ଉପବନେ କୂଳ କନ୍ଦରେ 


ମୁଁ ଥାଏ କୁଞ୍ଜରେ ମନ୍ଦିର ପାରେ 

ସଞ୍ଜ ର ରେ ମୁଁ ଫୁଟି ବାସେ ।


     ମୋ ରୂପ ସୁନ୍ଦର କେତେ ନିର୍ମଳ,

      ପତର ଉପରେ ଦିଶେ ସୁଢଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from swayna swastika

ଫୁଲ

ଫୁଲ

1 min ପଢ଼ନ୍ତୁ

ଫୁଲ

ଫୁଲ

1 min ପଢ଼ନ୍ତୁ

ଗୁରୁ

ଗୁରୁ

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ