STORYMIRROR

swayna swastika

Children

3  

swayna swastika

Children

ଗୁରୁ

ଗୁରୁ

1 min
363

ଅନ୍ଧାର ରାସ୍ତାକୁ ଆଲୋକ ଦିଅନ୍ତି,

 ପଥ ହୁଡ଼ି ଗଲେ ପଥ ସ ଦେଖାଇ ଦିଅନ୍ତି।

ଅବାଟରେ ଗଲେ କେହି ରି ସ ଆଣନ୍ତି,

   ସେ ଆଉ କେହି ନ୍ତି,

ଅତି ପ୍ରିୟ ଅତି ସମ୍ମାନନୀୟ ଗୁରୁ ଯେ ଅଟନ୍ତି ।


ଉପରୁ ଉପରୁ ସେ କେତେ ଗାଳି କରନ୍ତି,

      ବେତ ମାଡ଼ ଦେଇ ପିଠି ବୁଲାଇ ଦିଅନ୍ତି।

ଅନ୍ତର ରୁ ସ୍ନେହ ଭରା ଆଶିଷ ଦିଅନ୍ତି।

    ସେ ଆଉ କେହି ନୁହନ୍ତି

ଅତି ପ୍ରିୟ ଅତି ସମ୍ମାନନୀୟ ଗୁରୁ ସେ ଅଟନ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from swayna swastika

ଫୁଲ

ଫୁଲ

1 min ପଢ଼ନ୍ତୁ

ଫୁଲ

ଫୁଲ

1 min ପଢ଼ନ୍ତୁ

ଗୁରୁ

ଗୁରୁ

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

Similar oriya poem from Children