STORYMIRROR

swayna swastika

Children Stories

3  

swayna swastika

Children Stories

ବାପା

ବାପା

1 min
394

  କିଛି ଡାକ ଥାଏ ଅତି ଆପଣାର    

  ସେ ଡାକ ଅଟଇ ବାପା                           

କେବେ ଲାଗେ ସିଏ ଅଦିନିଆ ବର୍ଷା                                 

କେବେ ପୁଣି ଦେବୀ କୃପା             

ସେ ଆଖୁ ଆରମ୍ଭ ଜୀବନର ଯାତ୍ରା।  

ସେ ଅଟେ ଜୀବନ ଭିତ୍ତି।                        

ସେ ଡାକରେ ଥାଏ କେତେ ଆତ୍ମୀୟତା।           

ବଢାଏ ମନର ଶକ୍ତି।।                         

ମା ସିନା ଦିଏ ମମତାର ଛାଇ ‌‌‌‌।

ବାପା ଯେ ଲଗାନ୍ତି ଶକ୍ତି।                          

ସେ ଶକ୍ତି ପଣ ବଦ ଗୁଣକୁ।                                  

ଆମ କରି ଦିଏ ସେତେ ଲୁପ୍ତ।                             

ମା ଠୁ ଶିଖଇ ଜୀବନର ଶୈଳୀ।                      

ବାପା ଠୁ ଜୀବନ ମନ୍ତ୍ର।                                

ସେ ମନ୍ତ୍ର ଆମକୁ ବଞ୍ଚିବା ଶିଖାଏ।  

ଜୀବନ ପଡ଼ିଲେ ବଜ୍ର.........।।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from swayna swastika

ଫୁଲ

ଫୁଲ

1 min ପଢ଼ନ୍ତୁ

ଫୁଲ

ଫୁଲ

1 min ପଢ଼ନ୍ତୁ

ଗୁରୁ

ଗୁରୁ

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ