STORYMIRROR

Madhabi Patel

Inspirational

3  

Madhabi Patel

Inspirational

ବାଇଗଣୀ ରଙ୍ଗ

ବାଇଗଣୀ ରଙ୍ଗ

1 min
203


ରହସ୍ୟରେ ଭରା ବାଇଗଣୀ ରଙ୍ଗ 

ଆଧ୍ୟାତ୍ମିକତା ସୂଚକ।


ସୂର୍ଯ୍ୟଙ୍କର ଏଇ ବାଇଗଣୀରଶ୍ମି

କେବେ ହୁଅଇ ଘାତକ।


ସାତରଙ୍ଗ ମଧ୍ୟେ ପ୍ରଥମ ରଙ୍ଗ ଏ

ଇନ୍ଦ୍ରଧନୁ ମଧ୍ୟେ ଶୋଭା।


ବାଇଗଣ ଦେହେ ତମାଳ ଦେହରେ

ବୁଣୁଥାଏ ବର୍ଣବିଭା।


ଭେଜେରୀ, ଦୁଧୁରା,ଅରଖର ଫୁଲ

ଶ୍ରଦ୍ଧାରେ ନେଇକି ତୋଳି।


ଶିବ ବାବାଙ୍କର ପୂଜା ହୋଇଥାଏ

ବିଷପ୍ରିୟ ସିଏ ବୋଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational