STORYMIRROR

Sunanda Mohanty

Action Classics Inspirational

4  

Sunanda Mohanty

Action Classics Inspirational

ବାହୁଡା଼ 

ବାହୁଡା଼ 

1 min
0


ଖାଲି ପଡ଼ିଅଛି ରତନବେଦୀ 
ଭଲ ଲାଗୁନାହିଁ ନଥିଲେ କାନ୍ତି 
ବାହୁଡ଼ିବେ ଜଗନ୍ନାଥ 
ବାହୁଡା଼ ଜାତ 
ଶୁନ୍ୟ ଶ୍ରୀମନ୍ଦିର 
ଶୁନ୍ୟ ଆତଯାତ 
ଶୁନ୍ୟ ରତ୍ନସିଂହାସନ 
ପ୍ରଭୁ ହେବେ ଉପସ୍ଥାପିତ 
ଲଷ୍ମୀ ମାଆଙ୍କୁ ଦେଇ 
ରସଗୋଲା ଦସ୍ତଖତ 
ପୁଣି ହେଇ ସୁନାବେଶ 
ପ୍ରଫୁଲ୍ଲ ଚିତ୍ତ 
ମଣିମା ମଣିମା ଡାକ ପଡୁଅଛି 
ଶୁନ୍ୟ ଦିଶେ ଶ୍ରୀମନ୍ଦିର ନେତ 
ଆସ ଆସ ଭକ୍ତ ଅବଢ଼ା ଖାଇ 
ମୁଣ୍ଡେ ପୋଛି ଦିଅ ହାତ 
ସୁନାବେଶ ଦେଖି ଅଧର ପଣା ପିଇ 
ନେତ୍ର କର ପବିତ୍ର 
ଜଗନ୍ନାଥ ସାଆନ୍ତ କଳବାମନ 
ବୋଲି ହୁରି ପଡେ ଜଗତ 
ଆରବରଷକୁ ବଞ୍ଚିଥିଲେ ଭକ୍ତ 
ଦେଖିବ ରଥ ଓ ବାହୁଡା଼ ଜାତ


Rate this content
Log in

Similar oriya poem from Action