Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract

3  

Chittaranjan Nanda

Abstract

ଅତ୍ୟାଚାର ଲୁହର ନୀରବତା

ଅତ୍ୟାଚାର ଲୁହର ନୀରବତା

1 min
327


ମଣିଷ ଜଡ଼ ନୁହଁ, ସିଏ ତ ଜୀବନ୍ତ,

ସେ ଦେଖଇ କେତେ କେତେ ସପନ

କେତେ ଦିନ ତାର ଶ୍ରମକୁ ଲୁଟିବ, ତା ମନ 

ଭିତରେ ଖେଳାଇ, ଭାଗ୍ୟ ଓ ଭଗବାନ ।


ମନେ ରଖ ପୁଂଜିପତି ଯେତେ ବ୍ୟବସ୍ଥାକୁ କରୁ

ଅଛ ଅବ୍ୟବସ୍ଥା, ପୋଲିସ ଶକ୍ତି ଖଟାଇ

ଯାହା ଭାବୁଛ ଅସମ୍ଭବ, ହତାଶ ଭାବୁଛ, ଚେଷ୍ଟାରୁ

ସମସ୍ୟାର ସମାଧାନ ଓ ସମ୍ଭବର ବାଟ ଥାଇ ।

 

ମଣିଷ ଲୁହର ବର୍ଷ ବର୍ଷ ଧରି ନୀରବତାରେ 

ଯେଉଁ ବନ୍ୟା ଝଡ ବତାସର ସୃଷ୍ଟି ହୁଏ 

ପାରିବକି କୁହ, କୌଣସି ଶକ୍ତି, ବିପ୍ଳବର ବହ୍ନିକୁ 

ରୋକି, ଯାହା ଇତିହାସ ସୂଚାଏ ।


Rate this content
Log in

Similar oriya poem from Abstract