Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଲିମନ ଦିଦି

Abstract

4  

ଲିମନ ଦିଦି

Abstract

ଅତୁଲ୍ୟ ମାନବ

ଅତୁଲ୍ୟ ମାନବ

1 min
445


ବାପା

ପିଲାଙ୍କ ପାଇଁ

ଜଳେ ହୋଇ ସଳିତା

କୃପା

କରନ୍ତୁ ବିଭୁ

କରିବୁ ନାମ ପ୍ରତିଷ୍ଠା ।


ମଥା

ତାଙ୍କ କୋଳରେ

କ୍ଲାନ୍ତରୁ ଶାନ୍ତ ହୁଅଇ

ମୁକ୍ତା

ତାଙ୍କ ହସରେ

ତୁଳନା କରି ନୁହଁଇ ।

 

ଦାତା

ଆମ ପାଇଁ ଚିର

ମନାସି ଆମ କୁଶଳ

ଚେଷ୍ଟା

ନିରତେ ରହୁ

ହେବାକୁ ବାପା ଚପଲ ।।

        


Rate this content
Log in

Similar oriya poem from Abstract