STORYMIRROR

ଲିମନ ଦିଦି

Romance

3  

ଲିମନ ଦିଦି

Romance

ରାତିର ସାଥୀ

ରାତିର ସାଥୀ

1 min
119

ଭଲ ଲାଗେ ରାତି

ତୁମେ ଥିଲେ ସାଥୀ

ମୋ ଅଗୋଚରରେ

ମୋର ଶୟନ କକ୍ଷରେ

ହାତ ମୋ ମଥାରେ

ମିଠା ସ୍ପର୍ଶ ବାରେ ବାରେ

କଥା କେବଳ ଭାବରେ

ଠାର ମୁଦ୍ରିତ ନୟନରେ

କ୍ଲେଶ ଯାଏ ବହୁ ଦୂରେ

ମନ ତବ ଚରଣରେ

କଥା ନହୁଅ ପଛେ

ଏମିତି ଥାଅ ସାଥିରେ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance