STORYMIRROR

ଲିମନ ଦିଦି

Tragedy

3  

ଲିମନ ଦିଦି

Tragedy

ରାସ୍ତା ଏପଟୁ

ରାସ୍ତା ଏପଟୁ

1 min
165

ରାସ୍ତା ଏପଟେ ମୁଁ ସେପଟେ ତୁ

ସ୍ନାନ ବେଦୀରେ ଜଗା ଦର୍ଶନ ଭଳି

ଖାଲି ଚାରି ଆଖି ମିଶୁଥାଏ

ପୁଣି ଭିଡରେ କିଛି କ୍ଷଣ

ଆଖି ଖୋଜିଲା ଖୋଜିଲା ହୁଏ

ନା ଛୁଇଁ ହୁଏ, ନା କିଛି କହି ହୁଏ

ହୃଦୟଟା ଯାହା କୁହୁଳୁଥାଏ

ଜନ ଗହଳି ହେଲେ ବି 

ଆଖି ଜକେଇ ଯାଏ

ଜାଣେ

ତୋ ଆଖିକୁ ତୁ ଆୟତ୍ତ କରିନେଉ

ହେଲେ

ମୋ ଆଖିର ଯନ୍ତ୍ରଣା କ'ଣ ତୁ ସହିପାରୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy