STORYMIRROR

ଲିମନ ଦିଦି

Abstract Thriller

3  

ଲିମନ ଦିଦି

Abstract Thriller

ପଦେରେ ଗଦେ(ଦାରା ସୁଖେ)

ପଦେରେ ଗଦେ(ଦାରା ସୁଖେ)

1 min
195


ଯା ମନ ପର ଦାରା ସୁଖେ

ସେ କି ରହେ ସନ୍ତାନ ପାଖେ

ନିଜ ନାରୀକୁ ଦୂରେ ରଖେ

ଆମିଷ ଛାଡିନ କାର୍ତ୍ତିକେ

ଅନ୍ୟ ଦେହର ମାଂସ ଦେଖେ

ଯନ୍ତ୍ରଣା ପାଆନ୍ତି ଏହି ନର୍କେ

ବଞ୍ଚନ୍ତି ଅତି ମର୍ମ ଦୁଃଖେ ।


      

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract