STORYMIRROR

ଲିମନ ଦିଦି

Romance

2  

ଲିମନ ଦିଦି

Romance

ଆଉ ଥରେ

ଆଉ ଥରେ

1 min
18

 

ତୁମ ପାଇଁ ଜାଳିଥିଲି

 ପ୍ରେମ ଦୀପଟିଏ

ହୃଦୟର କୋଠରୀରେ

ହେଲେ ତୁମେ ଫୁଙ୍କିଦେଲ 

ଭାବି ଜନ୍ମଦିନ ବତୀ

ମୁଁ କୁହୁଳୁଛି ସେ ଧୂଆଁରେ

ଖାଲି ଧରା ଦିଅ ଆଉ ଥରେ

ମାଳ ମାଳ ଲିଚୁ ଲଗାଇ

ଲେଖିଦେବି ନାମ ମୋର,  

ତୁମର ପ୍ରତି ଅଙ୍ଗ ପ୍ରତ୍ୟଙ୍ଗରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance