STORYMIRROR

jagabandhu sahu

Romance

4  

jagabandhu sahu

Romance

ଗୋଲାପ ଦିବସ

ଗୋଲାପ ଦିବସ

1 min
401

ଗୋଲାପ ଦିବସେ  ଗୋଲାପ ଫୁଲଟେ 

    ମୋ ପ୍ରିୟାକୁ ଦେବା ପାଇଁ 

ସକାଳୁ ସକାଳୁ   ତାଙ୍କ ବାରିପଟେ 

     ଗଲି ବନ୍ଧୁ ଧାଇଁ ଧାଇଁ ।


ଘନଘନ କରି    ଫୋଅନ୍ କରିଲି

     କହିଲି ପ୍ରିୟାକୁ ମୋର 

ଆସ ନେଇଯିବ    ତୁମ ବାରିପଟୁ

     ପ୍ରିତୀର ଗୋଲାପ ମୋର ।


ଆସିଲା ଯେ ପ୍ରିୟା ତାଙ୍କ ବାରିପଟେ

    ଦେଖି ମୋତେ ଖୁସି ହେଲା

ନରମ ନରମ    ଗୋଲାପି ଓଠରୁ 

     ପ୍ରିତୀର ପରସ ଦେଲା ।


ଗୋଲାପ ଦିବସ     ଖୁସିରେ କଟିଲା 

     ହେଲୁ ଦୁହେଁ କୁଣ୍ଢାକୁଣ୍ଢି 

କହିଲି ପ୍ରିୟାକୁ      ପ୍ରେମ ଦିବସରେ

     କିଣି ଦେବି ନାକଦଣ୍ଡି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ

Similar oriya poem from Romance