ଅତୃପ୍ତ
ଅତୃପ୍ତ
ମୁଁ ବେଳେ ବେଳେ ଜୀବନର ତତ୍ତ୍ୱକୁ ଖୋଜେ
ଶାନ୍ତିରେ ବଞ୍ଛିବା ସମସ୍ତଙ୍କ ଇଛା
କିନ୍ତୁ ଚେଷ୍ଟା କରନ୍ତି କେତେ ଜଣ ତାହା ମୁଁ ଭାବେ
ମୁଁ ଥିଲି ଇର୍ଷା ଶୁନ୍ୟ କାମନା ଶୁନ୍ୟ
ଯେତେ ବଡ ହେଲି ଏ ସବୁର ଉପସ୍ଥିତି ଅନୁଭବ କଲି
ବୟସ ବଢ଼ିବା ସହ , ଏମାନଙ୍କର ପ୍ରଭାବ ମଦ୍ଧ ବଢ଼ିଛି
ଏବଂ , ତାହା ସହ ବଢ଼ିଛି ଅସ୍ଥିରତା , ଚଞ୍ଛଳତା
ଏବଂ ଅଶାନ୍ତି ।
ମୁଁ ଏହା କହି ପାରେ ମୋତେ ଶୁଖ ମିଳିଛି
କିନ୍ତୁ ଶାନ୍ତିର ସନ୍ଧାନ ରେ ଏବେ ବି ମୁଁ ଅଛି
ମୋତେ ସଫଲତା ମିଲିଛି
କିନ୍ତୁ ଅବେ ବି ମୋ ମନ ଅତୃପ୍ତ ଅଛି ।
