Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Kumari Pradhan

Abstract

4.3  

Kalpana Kumari Pradhan

Abstract

ଅତିଥି

ଅତିଥି

1 min
230


ଏପରି ଅତିଥି ଟିଏ

 ଆଗମନେ ଯାର ଲୁହଧାର 

ସମୟ ଅସମୟ ଦେଖେନା

ବାତାବରଣ କରେ ସ୍ଥିର l


 ଦେଖାଦିଏ ପ୍ରାକୃତିକ ବିପର୍ଯ୍ୟୟେ

 କେବେ ସଡ଼କ ଧାରେ

ପୁଣି ଆସିଯାଏ ଶୂନ୍ୟରେ

 ଡ଼ିଣ୍ଡିମ ପିଟିଣ ଦ୍ୱାରେ l


ତାର ଆସିବାଟା ଦୁଃଖଦାୟକ

 ସବୁଠି ପଡେ ହୁରି

ପରିଚର୍ଜ୍ୟେ ତାର ଆବଶ୍ୟକ

ଆପଣାର ବନ୍ଧୁ ଚାରି l


ଆସିବାଟା ତାର ନିଶ୍ଚିତ

 ଆଜି, କାଲି,ଭବିଷ୍ୟତରେ

'ମୃତ୍ୟୁ ' ନିଷ୍ଠୁର ଅତିଥି

 ପ୍ରିୟଜନ ନେଇ ଫେରେ l


    


Rate this content
Log in

Similar oriya poem from Abstract