ଅତୀତର ସ୍ମୁତି
ଅତୀତର ସ୍ମୁତି
ଆଜି କାହିଁ ଭାରିମନେ ପଢୁଛି ପାଲାଦିନ କଥା
ଫେରି ଆସନ୍ତାକି ସେହି ଅଭୁଲା ଅତୀତ ଗାଥା ।
ପିଲାଦିନେ ସାଙ୍ଗସାଥିମେଳେ ଖେଳୁଥିଲେ ଖେଳ
ମାଁଙ୍କ ପାଖେ ବସି କେତେ ହେଉଥିଲେ ଗେଲ ?
ବରଷା ଆସିଲେ କାଗଜ ଡଙ୍ଗା ଭସାଉ ଥିଲେ ପାଣିରେ
ମଜା ନେଉଥୁଲୁ ସାଙ୍ଗସାଥିଙ୍କ ମେଳରେ ।
ଆକାଶରେ ଗୁଡି କରି ଉଡାଉ ଥୁଲୁ କେତେ ?
ଦେଖିବାକୁ ଆଜି ପାଉନାହିଁ ମୁହିଁ ବିତିଯାଇଥିବା ଦିନ ।
ଫେରିଆସନ୍ତାକି ମୋ ପିଲାଦିନ ସ୍ମୃତି ?
ବରଷାରେ ଭିଜି କାଗଜ ଡଙ୍ଗାକୁ ଦିଅନ୍ତି ଭସାଇ ।
