ଅସୁରକ୍ଷିତ ପରୀ
ଅସୁରକ୍ଷିତ ପରୀ


ସେ ବାପାଙ୍କ ପରୀ,
ଭାଇର ଭଉଣୀ,
ସୁନ୍ଦର ଏକ ସୁରକ୍ଷା ବଳୟ ଭିତରେ,
ସେ ଅସୁରକ୍ଷିତ ପରୀ,
ଶୁଭେନା ତା ଆର୍ତ୍ତନାଦ,
କେଉଁ ରାକ୍ଷସର କଲିଜା ଚିରି,
ପାରେନା ନିଜକୁ ରକ୍ଷା।
କେବେ ସେ ବିଦ୍ରୋହ ,
କେବେ ଶୀତଳ ନଈର ଧାର।
ସଭିଙ୍କର ସ୍ରଷ୍ଟା ଯିଏ
ଅସୁରକ୍ଷିତ ଆଜି ସିଏ।
ସେ ବାପାଙ୍କ ପରୀ,
ଭାଇର ଭଉଣୀ,
ସୁନ୍ଦର ଏକ ସୁରକ୍ଷା ବଳୟ ଭିତରେ,
ସେ ଅସୁରକ୍ଷିତ ପରୀ,
ଶୁଭେନା ତା ଆର୍ତ୍ତନାଦ,
କେଉଁ ରାକ୍ଷସର କଲିଜା ଚିରି,
ପାରେନା ନିଜକୁ ରକ୍ଷା।
କେବେ ସେ ବିଦ୍ରୋହ ,
କେବେ ଶୀତଳ ନଈର ଧାର।
ସଭିଙ୍କର ସ୍ରଷ୍ଟା ଯିଏ
ଅସୁରକ୍ଷିତ ଆଜି ସିଏ।