Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Liza Senapati

Abstract

3  

Liza Senapati

Abstract

ଅସୁରକ୍ଷିତ ପରୀ

ଅସୁରକ୍ଷିତ ପରୀ

1 min
174


ସେ ବାପାଙ୍କ ପରୀ,

ଭାଇର ଭଉଣୀ,

ସୁନ୍ଦର ଏକ ସୁରକ୍ଷା ବଳୟ ଭିତରେ,

ସେ ଅସୁରକ୍ଷିତ ପରୀ,

ଶୁଭେନା ତା ଆର୍ତ୍ତନାଦ,

କେଉଁ ରାକ୍ଷସର କଲିଜା ଚିରି,

ପାରେନା ନିଜକୁ ରକ୍ଷା।

କେବେ ସେ ବିଦ୍ରୋହ ,

କେବେ ଶୀତଳ ନଈର ଧାର।

ସଭିଙ୍କର ସ୍ରଷ୍ଟା ଯିଏ

ଅସୁରକ୍ଷିତ ଆଜି ସିଏ।


Rate this content
Log in