GAGAN KUMAR DASH
Romance
ତୁ ତ ହସି ହସି ଚାଲିଗଲୁ
ଗଲାବେଳେ କହିଲୁ
ମୁଁ ଯାଉଛି ଭୁଲିବନି ।
ଭୁଲିବି ତୋତେ ବା କେମିତି
ତୋର ସେ ତମ ଡାକକୁ
ତୋର ବିନିଦ୍ର ରାତିର
ବ୍ୟତିବ୍ୟସ୍ତ ଶରୀରକୁ ।
ସେମିତି ପଡ଼ିଛି
ଅସଜଡା ବାସି ଶେଷ
କଣ ଦରକାର ?
ମୋର ସଜାଡିବାରେ
ସେ ଦାୟିତ୍ଵ
ତୋର ଫେରିବା ଉପରେ ।
ରବିବାର
ମୋ ସହର
ଅନନ୍ତ ପ୍ରେମ
ତିନି ଦିିନିଆ ଛ...
ପୁର୍ନବିଚାର
ଜାଗରେ ଉକ୍ତଳ ସ...
ଅତୀତ ଜୀବନର
ମୋ ଦେଶ
ତ୍ରିରଙ୍ଗା ପତା...
ରକ୍ତ ଦାନ ମହାପ...
ଏଇମିତି ଆସ ବୋଲି ତୁମେ ଏଇମିତି ଆସ ବୋଲି ତୁମେ
ପହିଲି ବର୍ଷା ପହିଲି ବର୍ଷା
ସ୍ମୃତିଭିଜା ବର୍ଷାରାତି ସ୍ମୃତିଭିଜା ବର୍ଷାରାତି
ରଥ ରଥ
ବର୍ଷା ର ଛିଟା ତ ଏଇଠି ପଡୁଛି ଭିଜିଗଲା ତନ ମନ ବର୍ଷା ର ଛିଟା ପ୍ରିୟାକୁ ଲାଗିଲେ ପ୍ରିୟା ମନ ହେବ ଛନ ଛନ... ବର୍ଷା ର ଛିଟା ତ ଏଇଠି ପଡୁଛି ଭିଜିଗଲା ତନ ମନ ବର୍ଷା ର ଛିଟା ପ୍ରିୟାକୁ ଲାଗିଲେ ...
ଭାବରେ ଭଗବାନ------------ ଭାବରେ ଭଗବାନ------------
ଆଖିରେ ଆଖିରେ କେତେ କଥା ହେଲେ ଦୁହେଁ ମିଶି ନିରୋଳାରେ, ତନୁ ମନ ଆମ ଭିଜି ହଜୁଥିଲା ଝିପି ଝିପି ବରଷାରେ। ... ଆଖିରେ ଆଖିରେ କେତେ କଥା ହେଲେ ଦୁହେଁ ମିଶି ନିରୋଳାରେ, ତନୁ ମନ ଆମ ଭିଜି ହଜୁଥିଲା ...
ବନସ୍ତେ ଡାକିଲା ଗଜ ଲୋ ସଙ୍ଗାତ ଆସିଗଲା ପର୍ବ ରଜ ନାହିଁ ସେ ବନସ୍ତ ଡାକୁନାହିଁ ଗଜ ନାହିଁ ସ ବନସ୍ତେ ଡାକିଲା ଗଜ ଲୋ ସଙ୍ଗାତ ଆସିଗଲା ପର୍ବ ରଜ ନାହିଁ ସେ ବନସ୍ତ ଡାକୁନାହିଁ ଗଜ ...
ଆଭୂମ ସ୍ଵାଗତ ତୁମକୁ ତୃଷିତ ପ୍ରାଣର ଆଣିଛ ସାଙ୍ଗରେ କଳା ବଉଦର ପଟୁଆର ନାଇଛ ଗଭାରେ ଝଲସିଆ ବିଜୁଳିର ମହ୍ଲାର ... ଆଭୂମ ସ୍ଵାଗତ ତୁମକୁ ତୃଷିତ ପ୍ରାଣର ଆଣିଛ ସାଙ୍ଗରେ କଳା ବଉଦର ପଟୁଆର ନାଇଛ ଗଭାରେ ଝଲସି...
ରଜ ଦୋଳି ରଜ ଦୋଳି
ଅଭିସାରିକା ଅଭିସାରିକା
ମୁଠେ ସମୟ ମୁଠେ ସମୟ
ଗଣପର୍ବ ରଜ ଗଣପର୍ବ ରଜ
ପ୍ରେମ କେବେ ମଧୁ ଋତୁମଳୟ ପବନ କେବେ ପୁଣି ନିଦାଘର ଉତ୍ତପ୍ତ ଅଙ୍ଗନ ପ୍ରେମ କି ମାନେନା ବର୍ଷା, ବଇଶାଖ ପ୍ରେମ କେବେ ମଧୁ ଋତୁମଳୟ ପବନ କେବେ ପୁଣି ନିଦାଘର ଉତ୍ତପ୍ତ ଅଙ୍ଗନ ପ୍ରେମ କି ମାନେନା ବ...
ଚନ୍ଦ୍ରଭାଗାର ଚନ୍ଦ୍ରମା ତୁମେ ଚନ୍ଦ୍ରଭାଗାର ଚନ୍ଦ୍ରମା ତୁମେ
ଏକୋଇଶ ବସନ୍ତ ବିତିଲାଣି ଏମନ୍ତ ଛାୟା କାୟା ନାସି ମସି ସଭିଙ୍କ ଚରଣେ ମନ ମତି ସ୍କରଣେ କ ଏକୋଇଶ ବସନ୍ତ ବିତିଲାଣି ଏମନ୍ତ ଛାୟା କାୟା ନାସି ମସି ସଭିଙ୍କ ଚରଣେ ମନ ମତି ସ୍...
ନାଲିରଙ୍ଗ ନାଲିରଙ୍ଗ
ମଗ୍ନ ଉନ୍ମାଦନା ମଗ୍ନ ଉନ୍ମାଦନା
ତୁମେ ଓ ମୁଁ ତୁମେ ଓ ମୁଁ
ଆଝିର୍ ଫେର୍ ମୁଇଁ କେନ୍ତା କରି କହେମି ତୁମେ ତ ! ଛୁଆ ଦିନୁ ମନେ ମନେ ଭଲ ପଉଥିଲି ମୁଇଁ ! ତୁଇଁ ତ ମନ ଆଝିର୍ ଫେର୍ ମୁଇଁ କେନ୍ତା କରି କହେମି ତୁମେ ତ ! ଛୁଆ ଦିନୁ ମନେ ମନେ ଭଲ ପଉଥିଲି ମୁଇଁ ! ...