STORYMIRROR

jagabandhu sahu

Romance

4  

jagabandhu sahu

Romance

ଅତର ଦିବସ

ଅତର ଦିବସ

1 min
306

ବଜାରକୁ ଯାଇ  ଆଣିଛି ମୁଁ ପ୍ରିୟା

    ଅତର ତୋ ପାଇଁ କିଣି

ଅତର ଦିବସେ  ଉପହାର ଦେଇ

    ପାରିବି ତୋ ମନ ଜିଣି ॥

ରଜନୀଗନ୍ଧା   ଗୋଲାପ ସାଥେ

     ଆଣିଛି ମଲ୍ଲୀ ଅତର 

ଟବରି ସାଥେ  ଚକେଲେଟ ପୁଣି

    ଆଣିଛି ସତର ପ୍ରକାର ॥

ବାସୁଥିବୁ ତୁ       କନକଚମ୍ପା

     ଅତର ନାଇ ଡେଲି

ପ୍ରେମ କୁଞ୍ଜରେ    ସଞ୍ଜ ନଇଁଲେ

      ଓଠ ପଡିବ ନାଲି ॥

ମଲ୍ଲୀ ମାଳତି      ବାସିବୁ ନିତି

     ଅତର ମାଖି ଦେହେ

ପ୍ରେମରେ ତୋର   ମନଟି ମୋର

    ପଡିଥିବ ଲୋ ମୋହେ ॥

ତୋ ପାଇଁ ସିନା     ସୁନ୍ଦର ଏଇ

    ପ୍ରେମ କୁଞ୍ଜଟି ମୋର

ଶେଷରେ କହେ    ଭଲ ମୁଁ ପାଏ

    ଏକା ଲୋ ମୁହିଁ ତୋଅର ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ

Similar oriya poem from Romance