STORYMIRROR

BANITA SAHU

Abstract

2  

BANITA SAHU

Abstract

ଅଶ୍ରୂ ସହ ହସୁଥିବା ମାଁ

ଅଶ୍ରୂ ସହ ହସୁଥିବା ମାଁ

1 min
256

ଯେତେବେଳେ ମୋ ପୁଅ ତା ଛୋଟ ଛୋଟ ପାଦରେ

ଚାଲି ଶିଖିବା ଆରମ୍ଭ କଲା ସେତେବେଳେ ମୋ ଆଖିରୁ ଦି'ଟୋପା ଲୁହ ଖୁସିରେ ଝରିଗଲା

ମୋ ପୁଅ ବଡ ହୋଇ ପାଠ ପଢି ଯେତେବେଳେ ଚାକିରି କରି ସମାଜରେ ସମ୍ନାନ ସହ ବଞ୍ଚିବା ଶିକ୍ଷିଲା ସେତେବେଳେ ମୋ ଆଖିରୁ ଦି ଟୋପା ଲୁହ ଖୁସିରେ ଝରିଯାଇଥିଲା

ଆଜି ଯେତେବେଳେ ମୋ ପୁଅ ମୋତେ ବ୍ଠଦ୍ଧା ଆଶ୍ରମରେ ଛାଡି ଚାଲିଗଲା ତଥାପି ଆଜି ମୋ ଆଖିରୁ ଦି 'ଟୋପା ଲୁହ ଖୁସିରେ ଝରିଗଲା

କାରଣ କ'ଣ ଜାଣିଛ

ମୋ ପୁଅ ଯେଉଁଥିରେ ଖୁସି ହୁଏ ମୁଁ ସେଥିରେ ଖୁସି

ମାଁ ପାଇଁ କେବଳ ପୁଅର ଖୁସି ଛଡା ଅନ୍ଯ କିଛି ଆବଶ୍ଯକ ନାହିଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract