STORYMIRROR

Naheda Shaheen

Classics

2  

Naheda Shaheen

Classics

ଅପରାହ୍ନର ଜହ୍ନ

ଅପରାହ୍ନର ଜହ୍ନ

1 min
35

ତୁମେ ଅପରାହ୍ନ ର ଜହ୍ନ ପରି

ଶିଥିଳ ଓ ମଳିନ।

ତୁମ ପ୍ରେମ ମୋ ପାଇଁ ଶୂନ୍ୟ

ମୋ ପ୍ରେମ ତୁମ ପାଇଁ 

ଅଜାଚିତ ପୂର୍ଣିମାର ଜହ୍ନ

ତୁମ ନିରୋଳା ଭଲପାଇବା

ମୋ ପାଇଁ ଆକାଶ କୁସୁମ।

ତୁମେ ପ୍ରତାରଣାର ନୀଳ ଢେଉ

ମୁଁ ଅପରାହ୍ନର ମଳିନ ଜହ୍ନ।

ନାହିଦା ଶାହିନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics