STORYMIRROR

Sanjya Tripathy

Classics

4  

Sanjya Tripathy

Classics

ଅଫୁଟତ ଅଫୁଟଂତ କଳିକା ଗୁଡିକ ଅନେକ

ଅଫୁଟତ ଅଫୁଟଂତ କଳିକା ଗୁଡିକ ଅନେକ

1 min
331

ଅଫୁଟତ

ଅଫୁଟଂତ କଳିକା ଗୁଡିକ

ଅନେକ ସ୍ନାନବଂକ ଲକ୍ଷ୍ୟ

ଦାନବର ଦାବାନଳର ପ୍ରାୟୋଜିତ ଅପେରା

ଦିନ ଦ୍ବିପ୍ରହରରେ ଦଳା ଚକଟା- ମୃତାତ୍ମା

କାହିଁକି ମାନବ ପରି ଦାନବ ହୋଇଯାଏ

ଅଭୀପ୍‌ସାରେ କେବଳ ସୌଦ

ମହାସାଗରରେ ଉବୁଡୁବୁ ଫେଶନ୍‌ର ରୋଷଣୀ

ପ୍ରତ୍ୟେକଟି ନାବାଳିକା-ସାବାଳିକା

କାହିଁକି ଗଣଭୋଗ୍ୟ

ବ୍ୟବସୁ ଦେଉ ଏହାର ଉତ୍ତର

ଯଦିଓ ପ୍ରଶ୍ନ ହିଁ ଉତ୍ତ

ପ୍ରଶ୍ନର ପ୍ରଜ୍ଜ୍ୱଳନରେ ପରାହତ ପ୍ରଶାସନ

ଅଫୁଟତ ହୋଇ ରହିଗଲେ ଭଲ

ଫୁଟିଲେ ତ ଶିକାର ହେବ ଗଣଧର୍ଷଣର

ଭୟାତୁର ମାନିକତା ନେଇ କେତେ ବଂଚିପାରେ

ରୁଗ୍ଣ ମାନସିକତାର ଭୋଗ୍ୟ ହେବା ପାଇଂ

ଏହା ହିଁ ବ୍ୟବସ୍ଥା- ଏହା ହିଁ ଗଣତ୍ର

ଗଣଭୋଗ୍ୟା ନାରୀ-ମୂଳ ବୀଜମଂତ୍ର ।।



Rate this content
Log in

Similar oriya poem from Classics