STORYMIRROR

Puspanjali Panda

Romance

2  

Puspanjali Panda

Romance

ଅପେକ୍ଷା

ଅପେକ୍ଷା

1 min
145

ପ୍ରିୟତମ,

ତମେ ମୋ ଦକ୍ଷିଣା ପବନ

ବିଜନ ବେଳାରେ ସ୍ମୃତି ବଗିଚାରେ

ଶୁଖିଯାଏ ଧାରା ଶ୍ରାବଣ

ତନ୍ଦ୍ରା ଜଡ଼ିତ ନୟନ ପାଇଁ ତ

ତୁମେ ସକାଳ ଅରୁଣ କିରଣ

ପ୍ରିୟତମ,

ତୁମେ ମୋ ମିଠା ମହକର ସପନ

ତୁମ ପ୍ରେମ କରେ ମତୁଆଲା ମତେ

ଉତ୍ତାଳ ବିରହ ଯାତନା

ତୁମ କୁ ନଦେଖି ହୁଏ ନିରିମାଖି

ନଥାଏ ଆନ ର ଭାବନା

ତୁମେ ଫଗୁଣର ଫଗୁ ଗୋଲାପୀ

କେବେନା କେବେତ ଭାବିବ ମୋକଥା

ଅପେକ୍ଷା ରେ ଅଛି ତଥାପି


Rate this content
Log in

Similar oriya poem from Romance