STORYMIRROR

Meenakshi Padhy

Tragedy

3  

Meenakshi Padhy

Tragedy

ଅନୁତାପ

ଅନୁତାପ

1 min
343

ଅନୁତାପ

ହୋଇପାରେ ଦୁଇ ବୁନ୍ଦା ଅଶ୍ରୁର,

ଭୂଲର,

ଦହନର,

ପ୍ରାୟଶ୍ଚିତ

ଯା'ର ଅନ୍ୟନାମ।

ଅନୁତାପ,

ଏକ ଆଶ୍ବାସନା,

ଏକ ଶପଥ,

ଶିକ୍ଷା ବି।

ଅନୁତାପ,

ଏକ ସବାରି,

ଅନୁତପ୍ତ ଆରୋହୀ ।

କିଛି ଭୁଲ ପାଇଁ ସମୟ ବି ଦାୟୀ,

ଜୀବନ ବି।

ଚାହିଁଲେ କି ଛାଡ଼ି ହୁଏ ମିଠା ଭୂଲ କିଛି

ପଛରେ ପଡ଼ିଯାଏ, ହାରିଯାଏ,

ଭୁଲ୍ ଥାଏ ସାଥିରେ ସବୁର,

ଆଉ ସାଥି ଥାଏ ମାତ୍ର ଦୁଇ ବୁନ୍ଦାର!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy