STORYMIRROR

Mr.GAGAN BIHARI NAYAK

Fantasy

3  

Mr.GAGAN BIHARI NAYAK

Fantasy

ଅନୁତାପ ନିଆଁ

ଅନୁତାପ ନିଆଁ

1 min
246

ଅନୁତାପେ ଆଜି ଜଳୁଛି ଏ ମନ

ଜାଳେ ବିରହର ଜ୍ବାଳା ।

ଫିକା ଆଜି ଦିଶେ ଆମ ମିଳନର

ପୀରତିର ମଧୂଶାଳା ।।0।।

ଅଦିନିଆଁ ଝଡ ଆସିବ ଏମିତି

କିଏ ଅବା ଥିଲା ଜାଣି ।

ତୁମେ ସେ ଝଡରେ ଉଡିଗଲ ଯେବେ 

ଥରେ ଜାଣି ପାରିଲିନି ।।

ହାତ ଯେବେ ତୁମେ ଛାଡିଥିଲେ ମୋର

ଛାଇ ଲାଗେ ମୋତେ ଖରା ॥୧॥

ଭଙ୍ଗାମନ ନେଇ ତୋଳୁଛି ମୁଁ ଘର

ଭାଙ୍ଗିଲେ ଆଜି ବାର ବାର ।

ତୁମେ ସିନା ସାଥୀ ଥିଲେ ମୋ ସାଥିରେ

ଦିଶୁଥାଆନ୍ତା ସେ ସୁନ୍ଦର । 

ତଥାପି ରଖିଛି ଏ ମନେ ଭରଶା

ଆସିବ ଗୋଲାପି ବେଳା ।।୨।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy