STORYMIRROR

Jayashree Nanda

Romance Fantasy

3  

Jayashree Nanda

Romance Fantasy

ଅନୁଚିତ ପ୍ରେମ

ଅନୁଚିତ ପ୍ରେମ

1 min
163

କେଜାଣି କାହିଁକି ତୁମ ସହ ସମୟ ଗୁଡା କଳାପଥର ପରି

ଖୁବ ନିରାଶମୟ , ସ୍ୱଳ୍ପ କଥା , ସ୍ୱଳ୍ପତାରେ ଜୀବନ …

ମାପ ଚୁପ ଭିତରେ ଜୀବନକୁ ବଞ୍ଚିବା ପାଇଁ ସତେ ଯେମିତି ମୁଁ

ଦେଇଛି କଥା ... କିନ୍ତୁ ଭୁଲି ମୁଁ

ଯାଇଥିଲି ଯେ ମୋ ଭିତରେ ସମର୍ପଣ ଅପେକ୍ଷା

ସ୍ଵପ୍ନ ଅଧିକ ଅଛି ...

ଯେତେ ମାରୁଛି, ସେତେ ରକ୍ତବୀଜ ପରି ଜନ୍ମ ହେଉଛନ୍ତି ବାରମ୍ବାର ...

ହେ ଇଶ୍ଵର , ଏ ଜନ୍ମର ଶିକ୍ଷା ଶିଖିସାରିଲେ ବି ...

ବଞ୍ଚି ପାରୁନି ମୁଁ , ତୁମେ ଦେଇଥିବା ନିଷ୍ଠୁର ଆଦର୍ଶରେ ...

ନା ତୁମକୁ ମୁଁ କେବେ କହିପାରିବି ...

କେବଳ ଅପେକ୍ଷା... ମୋର କର୍ମ ଓ ତୁମ ଭଲପାଇବାର ପ୍ରଚୁରତାକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance