STORYMIRROR

Tapan Dixit

Inspirational

2  

Tapan Dixit

Inspirational

ଅନୁଚିନ୍ତା

ଅନୁଚିନ୍ତା

1 min
13.3K


କ୍ଷଣ ଭଙ୍ଗୁର ଜୀବନ ଯାତ୍ରାରେ

ମଧୁର ସମ୍ପର୍କ ବାଣ୍ଟି,

ଥକି ପଡ଼ ନାହିଁ

କ୍ଲାନ୍ତ ବି ହୁଅନି 

ଅବା ପଡ଼ ନାହିଁ ଝୁଣ୍ଟି,

କିଏ ଜାଣେ ଅବା ମହା ଶ୍ମଶାନକୁ 

ଏ ଦେହର ଶୋଭା ଯାତ୍ରା ?

''ସର୍ବେ ଭବନ୍ତୁ ସୁଖୀନଃ

ସର୍ବେସନ୍ତୁ ନିରାମୟା''

ଆଜି ପାଇଁ ଆମ 

ଏହା ହେଉ ଅନୁଚିନ୍ତା .....।।

:ତପନ ଦୀକ୍ଷିତ(ବେଳାଭୂମି)


Rate this content
Log in

Similar oriya poem from Inspirational